
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: NA | IT009
ଏସ୍ଇଓ ମ୍ୟାନେଜର୍ ମାନେ କମ୍ପାନୀର ସାମଗ୍ରିକ ଏସ୍ଇଓ ରଣନୀତିର ଯୋଜନା, କାର୍ଯ୍ୟକାରୀ ଏବଂ ପରିଚାଳନା କରନ୍ତି । ସେମାନେ ସାଧାରଣତଃ ୱେବ୍ ମାର୍କେଟିଂ, ୱେବ୍ ଆନାଲିଟିକ୍ସ, ବିଷୟବସ୍ତୁ ରଣନୀତି ଯୋଜନା, ଲିଙ୍କ୍ ବିଲ୍ଡିଂ ଏବଂ କିୱାର୍ଡ ଷ୍ଟ୍ରାଟେଜି ଭଳି ବିଭିନ୍ନ ପ୍ରକାରର କାମ ସମ୍ପାଦନା କରନ୍ତି ।
ଷ୍ଟେଫନି କାଷ୍ଟିଲୋ ନ୍ୟୁୟର୍କ ଟାଇମ୍ସ୍ ର ଆସୋସିଏଟ୍ ଏସଇଓ ମ୍ୟାନେଜର୍ ଅଟନ୍ତି । ଏହା ପୂର୍ବରୁ ସେ ହର୍ଷ୍ଟ ମାଗାଜିନ୍ ଏବଂ ଟାଇମ୍ ଇନକର୍ପୋରେଟେଡ୍ ର ନ୍ୟୁଜ୍ ଗ୍ରୁପ୍ ଭଳି ମିଡିଆ ହାଉସ୍ ରେ କାମ କରିଥିଲେ । ସେ କିଙ୍ଗସ୍ କଲେଜ୍ ରୁ ଇଂରାଜୀ ଓ ଗଣଯୋଗାଯୋଗରେ ବିଏ କରିଛନ୍ତି ।
ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉରକେଲା
ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵର
ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍ ଇନଫର୍ମେସନ୍ ଟେକ୍ନୋଲୋଜି, କଟକ
ଏବିଆଇଟି କଟକ - ଅଜୟ ବିନୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କଟକ
ଆମିଟି ଗ୍ଲୋବାଲ ବିଜନେସ୍ ସ୍କୁଲ, ଭୁବନେଶ୍ୱର
ଏଏସ୍ ବିଏମ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ସିଆର୍ ରାଓ ଆଡଭାନ୍ସଡ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ୍, ଷ୍ଟାଟିସ୍ଟିକ୍ସ୍ ଆଣ୍ଡ୍ କମ୍ପ୍ୟୁଟର୍ ସାଇନ୍ସ୍, ହାଇଦ୍ରାବାଦ
ଆୟା ନାଦର ଜାନକୀ ଅମ୍ମାଲ କଲେଜ୍, ତାମିଲନାଡୁ
ଆତ୍ମା ରାମ ସନାତନ ଧର୍ମ ମହାବିଦ୍ୟାଳୟ, ନୂଆଦିଲ୍ଲୀ
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍), ବାଙ୍ଗାଲୋର
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍), ଲକ୍ଷ୍ନୌ
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍), ଇନ୍ଦୋର
ଉନ୍ନତି ଆବଶ୍ୟକ ଥିବା ବ୍ୟବସାୟିକ କ୍ଷେତ୍ରରେ ଏସ୍ଇଓ ଅଡିଟ୍ ଏବଂ ବିଶ୍ଳେଷଣ ପ୍ରଦାନ କରି ପାରିବେ ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ